ଗମ୍ୟା
ଦେଖଣା
ଗମ୍ୟା
ଉଚ୍ଚାରଣ
[ସମ୍ପାଦନା](ଅଗମ୍ୟା—ବିପରୀତ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ.—(ଗମ୍ୟ+ଆ)
[ସମ୍ପାଦନା]ଉପଭୋଗ ବା ସହବାସ ନିମନ୍ତେ ଉପଯୁକ୍ତା (ସ୍ତ୍ରୀ) — (Woman) fit to be cohabited with or enjoyed; enjoyable.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସହବାସ ନିମନ୍ତେ ଉପଯୁକ୍ତା ସ୍ତ୍ରୀ —A woman fit to be cohabited with or enjoyed.
ଗମ୍ୟା ପାଶେ ଗଲେ ନ ଯିବି ବୋଲି କରି କୃଷ୍ଣସିଂହ. ମହାଭାରତ ଆଦି