Jump to content

ଗମ୍ୱଜ

ଉଇକିଅଭିଧାନ‌ରୁ

ଗମ୍ୱଜ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗୁମବଦ୍; ଉର୍ଦ୍ଦୁ. ଗୁମ୍ୱଜ୍; ତୁଳ. ସଂସ୍କୃତ - ଗୁମ୍ଫ ଧାତୁ)

[ସମ୍ପାଦନା]

ଖିଲାଣଦ୍ୱାରା ଗ୍ରଥିତ ଗୋଲାକାର ଛାତ — Vault; dome; cupola.