ଗମ୍ ଖାଇବା
ଦେଖଣା
ଗମ୍ ଖାଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଗମ୍ ଖାଇବା
|
ଦେଶଜ - କ୍ରି. (ଆରବୀ - ଗମ୍=ଚିନ୍ତା, ଧ୍ୟାନ; ଫରାସୀ - ଗମ୍ଗ୍ୱାର୍ =ସହିଷ୍ଣୁ)
[ସମ୍ପାଦନା]- ୧. ଚୁପ ହୋଇଯିବା; ତୁନି ହୋଇ ରହିବା; ଗୁମ୍ ଖାଇବା —୧. To keep silent.
- ୨. ଚିନ୍ତ କରୁ କରୁ ତୁନି ହେବା — ୨. To keep silent while thinking.