ଗରଗଡ଼
ଦେଖଣା
ଗରଗଡ଼
ଉଚ୍ଚାରଣ
[ସମ୍ପାଦନା]- ସଂସ୍କୃତ - ମହାଫଳା, ନାଗବେଳା, ଖରଗନ୍ଧା, ମହାପତ୍ରା, ଗବେଧୂ ଗବେଧୂକ; ଗୋରକ୍ଷତଣ୍ଡୁଳ; ଗବେଡ଼ୁ
- ବଙ୍ଗାଳୀ: গোরস্কচাউল, গরগড় গড়গড়া
- ହିନ୍ଦୀ: गङ्गरेन, संखु, गुरलु, गरगड धाम
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗବେଡୁ; ଗବେଧୂକା)
[ସମ୍ପାଦନା]ଧାନ୍ୟକ୍ଷେତ୍ରରେ ଜାତ ଅକର୍ମଣ୍ୟ ଟାଣୁଆ ତୃଣବିଶେଷ — A hard pearl-like grain growing wild in paddy fields; coix lachrima-johi; Sida Spinosa; job's tears.
ବୁଝିବକି ଭୀଲ ଗୁଞ୍ଜା ଗରଗଡ ପ୍ରିୟ— ଚିନ୍ତାମଣି. ବିକ୍ରମାଦିତ୍ୟ
[ଦ୍ରଷ୍ଟବ୍ୟ —ଏହା ଧଳା, କଳା, ହଳଦିଆ ମୋତି ପରି ଦିଶେ ଏହାକୁ ଗରିବ ଲୋକେ ଓ ଯୋଗୀମାନେ ମାଳି କରି ପିନ୍ଧନ୍ତି ଏବାର ନାଡ଼ ୨୩: ହାତ ଲମ୍ୱ ହୁଏ]