ଗରଜନଘାତ
ଘୋର ଗର୍ଜନ ଶବ୍ଦ — A loud or thundering roar.
ଗରଜନଘାତେ ପୂରାଇ ଦେଇ ସୃଷ୍ଟି ଧାଇଁଲେ ମହାଦେବ ଉପରକୁ ଘୋଟି କୃଷ୍ଣସିଂହ. ମହାଭାରତ. ବନ