Jump to content

ଗରଜବନ୍ତ

ଉଇକିଅଭିଧାନ‌ରୁ

ଗରଜବନ୍ତ

ଉଚ୍ଚାରଣ

[ସମ୍ପାଦନା]

ବୈଦେଶଜ - ବିଶେଷଣ - (ଫରାସୀ - ଗରଜମଂଦ୍)

[ସମ୍ପାଦନା]
୧. ଯାହାର ଜରୁରିକାମ ପଡ଼ିଥାଏ — ୧. Needy.
୨. ଇଚ୍ଛୁକ —୨. Desirous; wishing.