ଗରଜାଏ ବାକି
(ଜାଏ ବାକି—ବିପରୀତ)
ଯେଉଁ ବାକି ବା ପ୍ରାପ୍ୟ ଅକ୍ଷମ ବାକିଦାରଙ୍କଠାରୁ ଆଦାୟ ହୋଇପାରିବ ନାହିଁ — Unrealisable arrears.