ଗରଜା ହେବା
=== ଦେଶଜ - କ୍ରି. (ଗରଜାଇବାର କର୍ମବାଚ୍ୟ)
ଦୁଧ ଚୁଲିଉପରେ ସାମାନ୍ୟ ଉଷୁମା ଯିବା — (milk) To be boiled over fire till it simmers.