ଗରଜିଆ
ଦେଖଣା
ଗରଜିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶଜ - ବିଶେଷଣ - (ଆରବୀ - ଗରଜୀ)
[ସମ୍ପାଦନା]- ୧. ଅଭାବଗ୍ରସ୍ତ —୧. Needy.
- ୨. ଯେ କୌଣସି ବସ୍ତୁ ଲୋଡ଼ୁଥାଏ — ୨. Wanting some thing.
- ୩. ଅନ୍ୟ ବ୍ୟକ୍ତିର ଯେ ଗରଜ ଚଳାଇନିଏ — ୩. One who helps anlother out of difficulties.
- ୪. ଆଦାୟ ହେବାର ଅଯୋଗ୍ୟ —୪. Unrealisable.