Jump to content

ଗରଜ ଚଳାଇବା

ଉଇକିଅଭିଧାନ‌ରୁ

ଗରଜ ଚଳାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ପ୍ରୟୋଜନ ବା ଅଭାବ ସମୟରେ ଅନ୍ୟ ବ୍ୟକ୍ତିର ସହାୟ ହେବା —To help one in one's time of need.

ତୁମେ ଦୋସ୍ତଓଲା ଏକ ମନୁଷ୍ୟ ବୋଲି ବେବର୍ତ୍ତକାମ କରି ଦେଲି, ଗରଜ ଚଳାଇ ପାରୁ ନାହିଁ ଫକୀରମୋହନ. ଛମାଣଆଠଗୁଣ୍ଠ