ଗରଦ
ଦେଖଣା
ଗରଦ
ଉଚ୍ଚାରଣ
[ସମ୍ପାଦନା](ଗରଦା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ଫୁ. (ଗର=ବିଷ+ଦା ଧାତୁ+କର୍ତ୍ତ. ଅ)
[ସମ୍ପାଦନା]- ୧. ଯେ ବିଷ ଖୁଆଏ; ବିଷଦାତା — ୧. Poisoner; one who kills another by poisoning.
- ୨. ବିଷ — ୨. Poison (M.W.)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷଣ -
[ସମ୍ପାଦନା]ବିଷଦାନକାରୀ — Adminstering poison.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗରାଧିକା=ଲାକ୍ଷାକୀଟ)
[ସମ୍ପାଦନା]ତୁଁ ତପୋକଠାରୁ ଉତ୍ପନ୍ନ ପାଟ; କ୍ଷୌମବସ୍ତ୍ର; ପାଟ ଲୁଗା — A sort of silk.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଗାଲମୁଛା; କାନଯାଏ ଲାଗିଥିବା ଦାଢ଼ୀ —Whiskers.