Jump to content

ଗରଧର

ଉଇକିଅଭିଧାନ‌ରୁ

ଗରଧର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ଗର=ବିଷ+ଧୃ ଧାତୁ+କର୍ତ୍ତ; ଅ)= ବିଷଧର

[ସମ୍ପାଦନା]

ବିଷଧର —Poisonous.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ବିଷାକ୍ତ ସର୍ପ — A poisonous snake.

ଗର ଭକ୍ଷିଲା ମଣେ ଦେଖି ଟଗର ଗରଧର ଏକାଳେ ହେଲେ ନାଗର—ଗୋଲୋକ. ଇନ୍ଦୂରେଖା