Jump to content

ଗରନାଳ ବାଣ

ଉଇକିଅଭିଧାନ‌ରୁ

ଗରନାଳ ବାଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ବଡ଼ ବନ୍ଧୁକ — A kind of big gun.

ପେଟକଟା ସାତ ହାତ ବନ୍ଧୂକ ଗରନାଳବାଣ ସବୁହୁଁ ଟେକ—ବ୍ରଜନାଥ. ସମରତରଙ୍ଗ