Jump to content

ଗରବଖିଆ

ଉଇକିଅଭିଧାନ‌ରୁ

ଗରବଖିଆ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଗର୍ବ+ଖାଦ ଧାତୁ)

[ସମ୍ପାଦନା]

(ଗାଳିବିଶେଷ) ଯେଉଁ ପୁରୁଷ ନିଜ ଅହଙ୍କାର ହେତୁରୁ ଧ୍ୱସ୍ତ ହୁଏ — A term of abuse to a male person who meets with an early death on account of his pride.