Jump to content

ଗରବିଣୀ

ଉଇକିଅଭିଧାନ‌ରୁ

ଗରବିଣୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ) ବିଶେଷଣ - ସ୍ତ୍ରୀ. (ସଂସ୍କୃତ - ଗର୍ବିଣୀ)

[ସମ୍ପାଦନା]

ଗର୍ବିଣୀ; ଗର୍ବିତା; ଗର୍ବଯୁକ୍ତା —Proud (female); arrogant (woman).

ଉଜ୍ଜୟିନି ତା ଅଭାଗି କି ଦଶା ଲୋ ତୋର ଥିଲୁ ତୁହି ଗରବିଣୀ ସୁଷମାବାଈଧି—ଚିନ୍ତାମଣି. ବିକ୍ରମାଦିତ୍ୟ