ଗରବ ଦଳିବା
ଦେଖଣା
ଗରବ ଦଳିବା
ଉଚ୍ଚାରଣ
[ସମ୍ପାଦନା]=== ଗ୍ରାମ୍ୟ - (ପଦ୍ୟ) କ୍ରି. (ସଂସ୍କୃତ - ଗର୍ବ+ଦଳ ଧାତୁ)
- ୧. ଗର୍ବ ଚୂନା କରିବା — ୧. To crush a man's pride;
- ୨. (ଲକ୍ଷଣାର୍ଥ) ସୌନ୍ଦର୍ଯ୍ୟାଦିରେ ଅନ୍ୟକୁ ଜିଣିବା — ୨. To exceed another in beauty.
ଜାଣିବାର ବାର ବାରଣେନ୍ଦ୍ରଙ୍କର ଗରବ ଦଳିବା ଉରୂ— କବିସୂର୍ଯ୍ୟ, ସଙ୍ଗୀତ