Jump to content

ଗରମଇ

ଉଇକିଅଭିଧାନ‌ରୁ

ଗରମଇ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଧାନକିଆରିରେ ଉଠିଥିବା ଧାନଗଛକୁ ଦୁଇ ଓଡ଼ ବିଦା ଦିଆଯିବା ପରେ ତାହା ଉପରେ ଚଳାଯିବା ଦୁଇ ଏକ ଓଡ଼ ମଇ — ୧. The operation of levelling the paddy field after raking the paddy plants twice.
୨. ବିଆଳିଧାନ ଗଛ ଉପରେ ବୁଲାଯିବା ମଇ — ୨. A ladder drawn over small Biāḻi paddy-plants.