Jump to content

ଗରମି

ଉଇକିଅଭିଧାନ‌ରୁ

ଗରମି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫରାସୀ - ଗର୍ମୀ; ତୁଳ ସଂସ୍କୃତ - ଘର୍ମ)

[ସମ୍ପାଦନା]
୧. ଉଷ୍ଣତା; ତାପ — ୧. Heat; warmth.
୨. ଗ୍ରୀଷ୍ମକାଳ — ୨. Summer.
୩. ଜ୍ୱରଯୋଗୁଁ ଶରୀରର ତାପ — ୩. High temperature of body (in fever).
୪. ଗର୍ବ; ଔଦ୍ଧତ୍ୟ — ୪. Pride; arrogance.
୫. ଗରିମି ବିମାରି (ଦେଖ) - ୫. Garimi bemāri (See)

ବୈଦେଶଜ - ବିଶେଷଣ -

[ସମ୍ପାଦନା]
୧. ଉଷ୍ଣ — ୧. Warm.
୨. ତାପ ଉତ୍ପାଦକ — ୨. Producing heat.
୩. ଗ୍ରୀଷ୍ମଋତୁଜନ୍ୟ — ୩. Due to summer.
୪. ଗ୍ରୀଷ୍ମ ସମ୍ୱନ୍ଧିୟ — ୪. Pertaining to the summer season.