Jump to content

ଗରମ୍

ଉଇକିଅଭିଧାନ‌ରୁ

ଗରମ୍

ଉଚ୍ଚାରଣ

[ସମ୍ପାଦନା]

(ଶରଦ୍—ବିପରୀତ)

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ - (ଫା ଗର୍ମ=ଉତ୍ତପ୍ତ, ଉଷ୍ନ; ତୁଳ ସଂସ୍କୃତ - ଗ୍ରୀଷ୍ମ, ଘର୍ମା

[ସମ୍ପାଦନା]
୧. ଉଷ୍ନତା; ଗ୍ରୀଷ୍ମ; ତାପ; ତାଳି — ୧. Heat; warmth.
୨. କ୍ରୋଧ; ରାଗ — ୨. Anger; rage.
୩. ଔଦ୍ଧତ୍ୟ; ଗର୍ବ — ୩. Pride; arrogance.
୪. ଅଜୀର୍ଣ୍ନ —୪. Indigestion.
୫. ଦେହର ଆଭ୍ୟନ୍ତରିକ ତାପ — Internal heat of the system.

(ଥଣ୍ଡା; ନରମ୍—ବିପରୀତ)

ବୈଦେଶଜ - ବିଶେଷଣ - (ଫରାସୀ - ଗର୍ମ୍)

[ସମ୍ପାଦନା]
୧. ଉତ୍ତପ୍ତ; ତାତିଲା; ଉଷ୍ନ — ୧. Hot
୨. ଉଦ୍ଧତ; ଗର୍ବିତ — ୨. Proud; arrogant.
୩. ଉଗ୍ର; ରାଗୀ; କ୍ରୁଦ୍ଧ (ପ୍ରକୃତି) — ୩. Angry; hot-headed; irritable.
୪. ମହର୍ଗ (ପଣ୍ୟ ଦ୍ରବ୍ୟ) — ୪. Dear (commodity).
୫. ଗ୍ରୀଷ୍ମଯୁକ୍ତ (ସମୟ) — ୫. pertaining to summer.
୬. କଡା; କ୍ରୋଧୋକ୍ତ (କଥା) — ୬. Due to anger.
୭. ଉଷ୍ନତାଦାୟକ (ଲୁଗା) — ୭. Warm; which makes one warm.
୮. ଅଜୀର୍ଣ୍ଣକାରୀ (ଔଷଧ; ଖାଦ୍ୟ) — ୮. Producing indigestion.
୯. ଉଷ୍ଣବୀର୍ଯ୍ୟ (ମସଲା) — ୯. Hot or pungent (spices),