Jump to content

ଗରଳ

ଉଇକିଅଭିଧାନ‌ରୁ

ଗରଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗର=ବିଷ+ସ୍ୱାର୍ଥେ ଳ; ଗୃ ଧାତୁ+ଅଳ)

[ସମ୍ପାଦନା]
୧. ବିଷ — ୧. Poison.
୨. ସର୍ପବିଷ — ୨. Venom; poison from the fangs of a serpent.

ଗରଳ ତୁଳେ ତାହା ପିଇଲୁରେ କବିସୂର୍ଯ୍ୟ, କିଶୋରଚମ୍ଫୂ ଗ ଗୀତ

୩. ଘାସ ବିଡ଼ା — ୩. A sheaf of grass; a bundle of grass.


୪. ପରିମାଣବିଶେଷ —୪. A standard of measure.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସୁପ୍ତବ୍ୟକ୍ତିର ପାଟିରୁ ବହିବା ନାଳ —Salive running down from the mouth of a sleeping person.