ଗରା
ଦେଖଣା
ଗରା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଦେବଦାଳୀ ଲତା (ହିନ୍ଦୀ - ଶବ୍ଦସାଗର) —A creeper.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗର୍ଗରୀ)
[ସମ୍ପାଦନା]ପିତଳ ମାଠିଆ — A brass water-pitcher.
ଗ୍ରାମ୍ୟ - ବିଶେଷ୍ୟ -
[ସମ୍ପାଦନା]ଗୁଡ଼ା; ଗୁଡ଼ାଏ —Many (a suffix denoting plural number.)
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]- ୧. ଗଡ଼; ଖଣ୍ଡ — ୧. Piece; bit.
- ୨. କୁକୁଡ଼ା ଡିମ୍ୱ —୨. Hen's egg.
- ୩. ମହୁଲ ମଞ୍ଜି — ୩. The seed inside the Mahua fruit.
- ୪. ଅଣ୍ଡକୋଷ; ମୁଷ୍କ —୪. Testicle.