Jump to content

ଗରାବଡ଼ୁ

ଉଇକିଅଭିଧାନ‌ରୁ

ଗରାବଡ଼ୁ

ଉଚ୍ଚାରଣ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗର୍ଗବଟୁ)

୧. ଭୂବନେଶ୍ୱରରେ ଦେବତାଙ୍କୁ ସ୍ନାନ କରାଇବା ବ୍ରାହ୍ମଣ ସେବକବିଶେଷ — ୧. A Brāhmaṇa Sebaks who bethes the idol;
୨. ରାଜା ବା ଦେବତାଙ୍କ ପୂଜା ସମୟରେ ଜଳ, ପୁଲ ଓ ଚନ୍ଦନାଦି ଯୋଗଇବା ବ୍ରାହ୍ମଣ ସେବକ — ୨. A Brāhmaṇa servant who supplies sandal-paste , flower and water at the time of worship.