ଗରାସିବା
ଦେଖଣା
ଗରାସିବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଗ୍ରାସ)
[ସମ୍ପାଦନା]- ୧. ବ୍ୟାପିବା — ୧. To pervade; to spread.
ପୁଲକ ବେପଥୁ ଗଲା ତନୁର ଗରାସି ଭଞ୍ଜ. କୋଟିବ୍ରାହ୍ମାଣସୁନ୍ଦରୀ
:୨. ଘୋଟିବା —୨. To overspread.
- ୩. ଗ୍ରାସ କରିବା —୩. To devour.
(୨ ଓ ୩) ବ୍ୟାପି ଶୋଭା ଦିଶେ ଭୟଙ୍କର ଦିଶେ ଗରାସେ ଘନାଘନ ହରି ଭଞ୍ଜ. ବୈଦହୀଶବିଳାଶ
- ୪. ଗ୍ରାସିବା (ଦେଖ) - ୪. Grāsibā (See)