Jump to content

ଗରି

ଉଇକିଅଭିଧାନ‌ରୁ

ଗରି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଛପରଘରର ଚାଳର ଲମ୍ୱପଟି; ଗଡ଼ି — ୧. A belt of thatching.
୨. ସ୍ରୋତସ୍ୱତୀ ନଦୀରେ ଉଚ୍ଚ ସ୍ଥାନରୁ ନିମ୍ନ ସ୍ଥାନକୁ ଜଳ ଗଡିବାର ସ୍ଥାନ —୨. The shallow part of a river from which the current flows down to a deeper part.
୩. ଖଣ୍ଡ —୩. Piece.

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ବନସି —Angling rod.