Jump to content

ଗରିଭଙ୍ଗା

ଉଇକିଅଭିଧାନ‌ରୁ

ଗରିଭଙ୍ଗା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡଜାତ) ବିଶେଷ୍ୟ -

[ସମ୍ପାଦନା]

ଅଣ୍ଡିରା ମଇଁଷିଙ୍କର ଏକପ୍ରକାର ବାତରୋଗ — A kind of disease of male buffaloes.

[ଦ୍ରଷ୍ଟବ୍ୟ —ଏ ରୋଗ ହେତୁ ମଇଁଷି ଯୌବନରେ ମଧ୍ୟ ହଡା ହୋଇଯାଏ ତାକୁ ଏ ଅବସ୍ଥାରେ ଗୋମାଂସ ଓ ଚର୍ବି ଖୁଆନ୍ତି]