ଗରିମା
ଦେଖଣା
ଗରିମା
ଉଚ୍ଚାରଣ
[ସମ୍ପାଦନା](ଲଘିମା—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗୁରୁ+ଭାବାର୍ଥେ. ଇମନ୍; ୧ମା.୧ବ; ତୁଳନା - ଦ୍ରଢ଼ିମା; ଲଘିମା; ବଡିମା)
[ସମ୍ପାଦନା]- ୧. ମର୍ଯ୍ୟାଦା; ଗୌରବ — ୧. Greatness; dignity.
- ୨. ମାହାତ୍ମ୍ୟ; ଔତ୍କର୍ଷ —୨. Excellence.
- ୩. ଗୁରୁତ୍ୱ —୩. Gravity; importance.
- ୪. ଭାର —୪. Weight; heaviness.
- ୫. ମହିମା —୫. Glory; worth.
- ୬. ଅହଙ୍କାର; ଦର୍ପ —୬. Pride; vanity.
- ୭. ଆତ୍ମଶ୍ଳାଘା; ବଡ଼େଇ — ୭. Arrogance; conceit; self-adulation.
- ୮. ଅଣିମାଦି ଅଷ୍ଟ ସିଦ୍ଧି ମଧ୍ୟରୁ ଏକତମ (ଯାହା ବଳରେ ସାଧକ ଅତି ବଡ଼ ବା ଅତି ଭାରି ହୋଇ ପାରନ୍ତି) — ୮. One of the eight extraordinary faculties of Divinity.