ଗରୁଟାଣ
ବିଚକ୍ଷଣ; ଦକ୍ଷ — Expert.
ଅକ୍ଷ କ୍ରୀଡ଼ାରେ ଗରୁଟାଣ, ନଳକୁ ଶିଖାଇ ରାଜନ ଅଶ୍ୱ ବିଦ୍ୟାକୁ ନଳୁ ନେଇ, ବନେ ପଶିଲା ତପ ଧ୍ୟାଇ— ଜଗନ୍ନାଥ. ଭାଗବତ