Jump to content

ଗରୁଡ଼ବାହନ

ଉଇକିଅଭିଧାନ‌ରୁ

ଗରୁଡ଼ବାହନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଗରୁଡ଼+ବାହନ)

[ସମ୍ପାଦନା]
୧. ବିଷ୍ଣୁ — ୧. An epithet of Bishṇu.
୨. (ରୂପକ)—ବାହନ ରୂପେ ବିଷ୍ଣୁଙ୍କଦ୍ୱାରା ବ୍ୟବହୁତ ଗରୁଡ଼ — ୨. Garuṟḍ̠a used as a vehicle by Bishṇu.