ଗରୁଡ଼ାଗ୍ରଜ
ଦେଖଣା
ଗରୁଡ଼ାଗ୍ରଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଗରୁଡ଼+ଅଗ୍ରଜ)
[ସମ୍ପାଦନା]କଶ୍ୟପପତ୍ନୀ ବିନତାଙ୍କ ଗର୍ଭଜାତ ଦୁଇ ଅଣ୍ଡ ମଧ୍ୟରୁ ଗୋଟିଏ ଅଣ୍ଡରୁ ଅକାଳଜାତ ସନ୍ତାନ; ଅରୁଣ; ସୂର୍ଯ୍ୟସାରଥି —The Dawn personified; the sun's charioteer, the elder son of Binatā wife of Kaṡyapa.
[ଦ୍ରଷ୍ଟବ୍ୟ —ଅରୁଣ ଓ ଗରୁଡ଼ଙ୍କ ଜନ୍ମବୃତ୍ତାନ୍ତ ଗରୁଡ଼ପୁରାଣରେ ବର୍ଣ୍ଣିତ ହୋଇଅଛି ଅରୁଣ ଗରୁଡ଼ଙ୍କର କନିଷ୍ଠ କିନ୍ତୁ ଅକାଳରେ ପୂର୍ବରୁ ଡିମ୍ୱରୁ ଜନ୍ମିଥିଲେ]