Jump to content

ଗରୁଡ଼ ଖମ୍ୱ

ଉଇକିଅଭିଧାନ‌ରୁ

ଗରୁଡ଼ ଖମ୍ୱ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗରୁଡ଼ସ୍ତମ୍ଭ)

[ସମ୍ପାଦନା]

ବିଷ୍ଣୁ ମନ୍ଦିର ସମ୍ମୁଖରେ ହାତ ଯୋଡ଼ି ଆଣ୍ଠୋଇ ଥିବା ଗରୁଡ଼ ମୂର୍ତ୍ତି ଯେଉଁ ଖମ୍ୱ ଉପରେ ସ୍ଥାପିତ ହୋଇଥାଏ — A pillar put in front of the temple of Bishṇu on the top of which is placed an image of Garuṟḍ̠a.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ନୂଆ ଖୋଳା ହୋଇଥିବା ପୋଖରୀ— ଭିତରର ଦୀପଦଣ୍ଡି —The central post in the midst of a newly dug tank.