Jump to content

ଗରୁତ୍

ଉଇକିଅଭିଧାନ‌ରୁ

ଗରୁତ୍

ଉଚ୍ଚାରଣ

[ସମ୍ପାଦନା]

ସ. ବିଶେଷ୍ୟ - (ଗୃ ଧାତୁ=ଶବ୍ଦ କରିବା+କର୍ତ୍ତୃ. ଉତ୍)

[ସମ୍ପାଦନା]
୧. ଡ଼େଣା; ପକ୍ଷ —୧. Wing; feather.
୨. ଜହାଜ ବା ନୌକାର ପାଲ — ୨. Sail of a ship or boat.