Jump to content

ଗର୍ଖର୍ଚା

ଉଇକିଅଭିଧାନ‌ରୁ

ଗର୍ଖର୍ଚା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷ୍ୟ -(ଫରାସୀ - ଗାହ୍=ସମୟ, ହିନ୍ଦୀ - ଗହର୍=ବିଳମ୍ୱ+ ଫରାସୀ - କର୍ଚା)

[ସମ୍ପାଦନା]

କୌଣସି ପଣ୍ୟଦ୍ରବ୍ୟ ଡ଼ଙ୍ଗାରୁ ବା ଜାହାଜରୁ ବା ରେଳରୁ ବା ଗୋଦାମରୁ ନିରୂପିତ ସମୟରେ ଖଲାସ ନ ନେବା ଯୋଗୁଁ ସେ ଦ୍ରବ୍ୟ ନେବା ବ୍ୟକ୍ତିକୁ ଯେଉଁ ତଣ୍ଡ଼ ବା ଜୋରିମାନା ଦେବାକୁ ପଡ଼େ —Demurrage.