Jump to content

ଗର୍ଗ

ଉଇକିଅଭିଧାନ‌ରୁ

ଗର୍ଗ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗୃ ଧାତୁ=ଭୋଜନ କରିବା+କର୍ତ୍ତୃ. ଇନ୍)

[ସମ୍ପାଦନା]
୧. ଯାଦବମାନଙ୍କ କୁଳପୁରୋହିତ ମୁନିବିଶେଷ — ୧. A sage, the family-priest of the Jadu-line of kings of ancient India.

[ଦ୍ରଷ୍ଟବ୍ୟ —ଏ ବ୍ରହ୍ମାଙ୍କର ଜନୈକ ମାନସପୁତ୍ର; ଋଗ୍ୱେଦର ୬ଷ୍ଠ ମଣ୍ଡଳର ୪୭: ସୂକ୍ତ ଗର୍ଗଙ୍କଦ୍ୱାରା ରଚିତା ଅଥର୍ବବେଦରର ପରିଶିଷ୍ଟରେ ଗର୍ଗନାମକ ଏକ ଋଷିଙ୍କ ନାମ ଅଛି ]

୨. ଷଣ୍ଢ —୨. Bull.
୩. ଜିଆ; କେଞ୍ଚୁଆ —୩. Earth-worm.
୪. ବାଦ୍ୟର ତାଳବିଶେଷ — ୪. Name of a pause or time in music.
୫. ମାଠିଆରେ ପାଣି ପଶିବାର ଧ୍ୱନି; ଘଡ଼ ଘଡ଼ ଶବ୍ଦ — ୫. Jingling sound of water entering into a narrow mouthed pitcher.