Jump to content

ଗର୍ଗଡ଼ିଆ

ଉଇକିଅଭିଧାନ‌ରୁ

ଗର୍ଗଡ଼ିଆ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -

[ସମ୍ପାଦନା]

ଗଡ଼ାଣିଆ — Sloping.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଗରଗଡ଼ରେ ଗ୍ରଥିତ ମାଳ — ୧. Necklace strung with grains of Garagaṟḍ̠ā or job's tears.
୨. ଯେଉଁ ଶସ୍ୟ ଭିତରେ ବହୁତ ଗରଗଡ଼ ଥାଏ — ୨. Grainfull Garagaṟḍ̠a-grains.
୩. ଗରଗଡ଼ିୟା (ଦେଖ) - ୩. Garagaṟḍ̠iyā (See)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଗରଗଡ଼ରେ ଗ୍ରଥିତ (ମାଳ) — ୧. (necklace) Strung with grains of Garagaṟḍ̠a.
୨. ଯେଉଁ ମାଳ ବା ଅଳଙ୍କାରରେ ଗରଗଡ଼ ଆକୃତିର ସୁନା ବା ରୂପାର ମାଳି ବା ଦାନା ଥାଏ — ୨. (necklace or ornament) Having Garagaṟḍ̠a-like beads or globules of gold or silver.