ଗର୍ଗବଟୁ
ଗରାବଡ଼ୁ; ଦେବତାଙ୍କ ପୂଜା— ସମୟରେ ଜଳଚନ୍ଦନାଦି ଯୋଗାଇବା ବ୍ରାହ୍ମଣ— ସେବକ —A Brāhmaṇa Sebaka whose duty is to supply water, sandal-paste etc to the worshipper at the time of offering being given before a Deity.