Jump to content

ଗର୍ଗର

ଉଇକିଅଭିଧାନ‌ରୁ

ଗର୍ଗର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଗର୍ଗ; ଅନୂକରଣ ଧ୍ୱନି+ରା ଧାତୁ=ଦାନ କରିବା+ କର୍ତ୍ତୃ. ଅ)—ଏଥିରେ ପାଣି ପଶିଲା ବେଳେ ଘଡ଼ ଘଡ଼ ଶବ୍ଦ ହେବାରୁ

[ସମ୍ପାଦନା]
୧. ମାଠିଆ; ଘଟ; ଗରା; କଳସ— ଗଗରା —୧. A narrow-mouthed water- pitcher or jar.
୨. ଜଳଭଉଁରୀ —୨. Eddy; whirlpool.
୩. ଦଧିମନ୍ଥନ ପାତ୍ର —୩. churning pot;churn.
୪. ଏକପ୍ରକାର ଢୋଲ —୪. A kind of drum.
୫. ଗାଗରମାଛ; ଏକଜାତୀୟ ମାଛ — ୫. A kind of fish.