Jump to content

ଗର୍ଗର୍

ଉଇକିଅଭିଧାନ‌ରୁ

ଗର୍ଗର୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଜର୍ଜର)

[ସମ୍ପାଦନା]
୧. ରାଗଜର୍ଜରିତ; ଅତି ରାଗାନ୍ୱିତ — ୧. Foaming with rage.
୨. ଜଡ଼ିତ; ଆକ୍ରାନ୍ତ —୨. Overpowered with.

(ଯଥା—ରାଗରେ ଗର୍ଗର୍)

୩. ବିଶେଷଭାବରେ ରଞ୍ଜିତ; ସରସର — ୩. Painted; profusely coloured with; tinged or besmeared with.

(ଯଥା—ହଳଦି ଗର୍ଗର୍; ତେଳ ଗର୍ଗର୍)