ଗର୍ଜ
ଦେଖଣା
ଗର୍ଜ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -(ଗର୍ଜ ଧାତୁ=ଗର୍ଜନ କରିବା+ଭାବ. ଅ)
[ସମ୍ପାଦନା]- ୧. ମେଘ ଓ ହାତୀର ଗମ୍ଭୀର ଧ୍ୱନି —୧. Rumbling sound of clouds or of an elephant.
- ୨. ଗର୍ଜନ —୨. Thundering sound; roaring; roar; growl.
ବୈଦେଶଜ - ବିଶେଷ୍ୟ - (ଆରବୀ - ଗରଜ)
[ସମ୍ପାଦନା]- ୧. ଗରଜ; ଆବଶ୍ୟକ — ୧. Necessity; need.
- ୨. ଅଭାବ —୨. Want.