ଗର୍ଜନ

ଉଇକିଅଭିଧାନ‌ରୁ

ଗର୍ଜନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଗର୍ଜନ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ -(ଗର୍ଜ ଧାତୁ+ ଭାବ. ଅନ)[ସମ୍ପାଦନା]

୧. ମେଘର ଘଡ଼ିଘଡ଼ି ୧. Sound of thunder.
୨. ଉଚ୍ଚ ଗମ୍ଭୀର ଶବ୍ଦ; ରଡ଼ି — ୨. Roaring sound; rumbling sound; thundering sound; loud continuous sound.
୩. ରାଗ; କ୍ରୋଧ —୩. Anger; passion.
୪. ଯୁଦ୍ଧ —୪. Battle.
୫. ଉଚ୍ଚୈଃସ୍ୱରରେ ଗାଳି — ୫. Roaring reproach.
୬. ନାଦ; ଶବ୍ଦ (ପ୍ରକୃତିବାଦ) —୬. Sound.
୭. କ୍ରୁଦ୍ଧ ଜୀବର ଶବ୍ଦ — ୭. The roar of an enreged animal.
୮. ସ୍ପର୍ଦ୍ଧା (ପ୍ରକୃତିବାଦ) — ୮. Defiance; arrogance.