ଗର୍ଜନ୍ତେଲ
ଉଦ୍ଭିଜ୍ଜତୈଳବିଶେଷ; ଏହା ରଙ୍ଗ, ବାର୍ଣ୍ଣିସ୍ ଇତ୍ୟାଦିରେ ମିଶାଯାଏ —A vegetable oil used in mixing with paints and varnish.