Jump to content

ଗର୍ଜିବା

ଉଇକିଅଭିଧାନ‌ରୁ

ଗର୍ଜିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଗର୍ଜ ଧାତୁ)

[ସମ୍ପାଦନା]

ଗର୍ଜନ କରିବା; ଉଚ୍ଚ ଧ୍ୱନି କରିବା — To roar; to make a thundering sound.

ସର୍ବେ ଦମ୍ଭେ ଗର୍ଜିଲେ ହୁଙ୍କାରେ