Jump to content

ଗର୍ତ୍ତାଶ୍ରୟ

ଉଇକିଅଭିଧାନ‌ରୁ

ଗର୍ତ୍ତାଶ୍ରୟ

ଉଚ୍ଚାରଣ

[ସମ୍ପାଦନା]

(ଗର୍ତାଶ୍ରୟ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଗର୍ତ୍ତ ଅଟେ ଆଶ୍ରୟ ଯାହାର)

[ସମ୍ପାଦନା]

ଗାତୁଆ; ଗାତରେ ବାସ କରିବା (ଜୀବ) —Living in holes under the ground.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଯେଉଁ ଜୀବ ଗାତରେ ରହେ; ଗାତୁଆ ଜୀବ — Animals living in holes under the ground.