Jump to content

ଗର୍ତ୍ତିକା

ଉଇକିଅଭିଧାନ‌ରୁ

ଗର୍ତ୍ତିକା

ଉଚ୍ଚାରଣ

[ସମ୍ପାଦନା]

(ଗର୍ତିକା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଗର୍ତ୍ତ+ ଅଛି ଅର୍ଥରେ,. ଇକ+ ସ୍ତ୍ରୀ. ଆ)

[ସମ୍ପାଦନା]

ତନ୍ତିଶାଳ; ତନ୍ତଘର —Weaver's house.

[ଦ୍ରଷ୍ଟବ୍ୟ —ତନ୍ତରେ ବୁଣିଲାବେଳେ ତନ୍ତି ଗୋଡ଼ ଲମ୍ୱାଇ ବସିବାକୁ ତନ୍ତ ତଳେ ଗୋଟିଏ ଗାତ ଥାଏ]