Jump to content

ଗର୍ଦନ୍ ତୋଡ଼

ଉଇକିଅଭିଧାନ‌ରୁ

ଗର୍ଦନ୍ ତୋଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶଜ - ବିଶେଷଣ - (ଫା)

[ସମ୍ପାଦନା]

ବେକ ଫଟା — Hurting the neck (said of a load).

ବୈଦେଶଜ - ବିଶେଷ୍ୟ -

[ସମ୍ପାଦନା]

କୁସ୍ତୀର ଏକ ପେଞ୍ଚି; ଯହିଁରେ ଆକ୍ରମଣ— କାରୀ ପ୍ରତିମଲ୍ଲର ବେକକୁ ଦୁଇ ହାତରେ ସଣ୍ଡୁଆସି ପରି ଚିପି ଦେଇ ତାକୁ ତଳେ ପଟ୍କି ଦିଏ — A kind of athletic feat in a duel consisting of holding the neck of the adversary by the two hands as by a vice and giving a strong jerk.