ଗର୍ଦ୍ଦଭଗଦ
(ଗର୍ଦଭଗଦ—ଅନ୍ୟରୂପ)
ଚର୍ମ ରୋଗବିଶେଷ — A sort of skin-disease.
[ଦ୍ରଷ୍ଟବ୍ୟ —ଏଥିରେ ଦେହଯାକ ଗୋଲ ଗୋଲ ନାଲିଆ ବ୍ରଣ ବାହାରେ ଓ ବ୍ରଣମାନ ଭାରି ଦରଜ ହୁଏ M.W.]