ଗର୍ଦ୍ଦା
ଦେଖଣା
ଗର୍ଦ୍ଦା
ଉଚ୍ଚାରଣ
[ସମ୍ପାଦନା](ଗର୍ଦା—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶଜ - ବିଶେଷ୍ୟ -(ଫରାସୀ - ଗର୍ଦା; ସଂସ୍କୃତ - କର୍ଦ୍ଦ)
[ସମ୍ପାଦନା]- ୧. ଧୂଳି — ୧. Dust.
- ୨. ମଇଳା; ମଳି — ୨. Dirt.
- ୩. ପଣ୍ୟଦ୍ରବ୍ୟାଦି ନିଆ ହେବା ପରେ ପଡ଼ି ରହିଥିବା ଧୂଳିଆ ଅଂଶମାନ —୩. Refuse left out of commodities after handling.
- ୪. ଗଞ୍ଜେଇ କଲିରୁ ଝଡ଼ିବା କ୍ଷୁଦ୍ର କ୍ଷୁଦ୍ର ଅଂଶ — ୪. Small particles of gan̄jā—shoots.