Jump to content

ଗର୍ଦ୍ଧନ

ଉଇକିଅଭିଧାନ‌ରୁ

ଗର୍ଦ୍ଧନ

ଉଚ୍ଚାରଣ

[ସମ୍ପାଦନା]

(ଗର୍ଧନ—ଅନ୍ୟରୂପ)

(ଗର୍ଦ୍ଧନା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ -(ଗୃଧ ଧାତୁ=ଲୋଭ କରିବା+ କର୍ତ୍ତୃ. ଅନ)

[ସମ୍ପାଦନା]
୧. ଲାଳାୟିତ; ଇଚ୍ଛୁକ — ୧. Desirous; eager.
୨. ଲୋଭୀ; ଲୁବ୍ଧ — ୨. Avaricious; covetuous.
୩. ପେଟୁ —୩. Greedy; voraious.
୪. କୃପଣ —୪. Niggardly; miserly.