Jump to content

ଗର୍ବକାରୀ

ଉଇକିଅଭିଧାନ‌ରୁ

ଗର୍ବକାରୀ

ଉଚ୍ଚାରଣ

[ସମ୍ପାଦନା]
(ଗର୍ବକାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ଗର୍ବ+କୃ ଧାତୁ+ ଇନ୍ ୧ମା; ୧ବ)

[ସମ୍ପାଦନା]
୧. ଗର୍ବିତ —୧. Proud.
୨. ଅହଙ୍କାରୀ —୨. Arrogant.