Jump to content

ଗର୍ବିତ

ଉଇକିଅଭିଧାନ‌ରୁ

ଗର୍ବିତ

ଉଚ୍ଚାରଣ

[ସମ୍ପାଦନା]
(ଗର୍ବିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଗର୍ବ+ କର୍ତ୍ତୃ. ତ; ବା ଗର୍ବ+ ସଂଜାତ ଅର୍ଥରେ. ଇତ)

[ସମ୍ପାଦନା]
୧. ଅହଙ୍କୃତ; ଗର୍ବଯୁକ୍ତ —୧. Proud.
୨. ଅହଙ୍କାରୀ —୨. Arrogant.