Jump to content

ଗର୍ଭକ୍ଳେଶ

ଉଇକିଅଭିଧାନ‌ରୁ

ଗର୍ଭକ୍ଳେଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମଧ୍ୟପଦଲୋପୀ; ଗର୍ଭଧାରଣଜନିତ କ୍ଳେଶ)

[ସମ୍ପାଦନା]
୧. ଗର୍ଭଧାରଣ କାଳରେ ଭ୍ରୁଣର ଗତି ଓ ସ୍ଥିତି ଜନିତ ଗର୍ଭିଣୀର ଅନୁଭୁତ କ୍ଳେଶ —୧. Pain caused by the embryo to the mother.
୨. ପ୍ରସବ ବେଦନା —୨. Throes of child-birth.